Browsing Tag

maharashtra building collapse updates

ମହାରାଷ୍ଟ୍ରରେ କୋଠା ଭୁଶୁଡ଼ିବା ଘଟଣା, ମୃତ୍ୟୁ ସଂଖ୍ୟା ୩୩କୁ ବୃଦ୍ଧି

ମହାରାଷ୍ଟ୍ର: ମହାରାଷ୍ଟ୍ରରେ କୋଠା ଭୁଶୁଡ଼ିବା ଘଟଣାରେ ଦିନକୁ ଦିନ ବଢିଚାଲିଛି ମୃତକଙ୍କ ସଂଖ୍ଯା। ଆଜି ଭିତରେ  ମୃତ୍ୟୁ ସଂଖ୍ୟା ବଢି ୩୩କୁ ବୃଦ୍ଧି ପାଇଛି । ୨୧ ତାରିଖରେ ମୁମ୍ବାଇ ଭିଓ୍ଵଣ୍ଡେ ପଟେଲ ଅଞ୍ଚଳରେ ଏକ ତିନି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡିଥିଲା। ରାତି ପ୍ରାୟ ୩ଟା ୩୦ରେ…