Browsing Tag

maharashtra fire

ମହାରାଷ୍ଟ୍ର କୋଭିଡ଼ ହସ୍ପିଟାଲର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ, ୧୩ ରୋଗୀ ଜୀବନ୍ତ ଦଗ୍ଧ

ମହାରାଷ୍ଟ୍ର: ମହାରାଷ୍ଟ୍ର କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ। ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ଥିବା ବିରାର ବିଜୟ ବଲ୍ଲଭ କୋଭିଡ଼ ହସ୍ପିଟାଲର ଆଇସିୟୁରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ନିଆଁ ୪ମହଲା ବିଶିଷ୍ଠ ହସ୍ପିଟାଲର ଦ୍ୱିତୀୟ ମହଲାରେ ଲାଗିଛି।…