Browsing Tag

maharashtra nikah

ଡିଜିଟାଲର ଭରପୂର ଫାଇଦା ଉଠାଇଲେ ନବଦମ୍ପତି, ଭିଡ଼ିଓ କଲ ଜରିଆରେ ହେଲା ବିବାହ

କାରୋନା ଭାଇରସ କାରଣରୁ ଦେଶ ସାରା ଲକଡାଉନ ଲାଗୁ ହୋଇଛି। ଏମିତିରେ ଲୋକଙ୍କୁ ସାମୂହିକ ଏକତ୍ରିତ ହେବା ପାଇଁ ସରକାର ମନା କରିଛନ୍ତି। ଏଥିପାଇଁ ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ କରିଦିଆଯାଇଛି। ଅନେକ ଜାଗାରେ ତ ବିବାହ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ତେବେ ଏହାରି ଭିତରେ ଔରଙ୍ଗବାଦର ଏକ ଘଟଣା…