Browsing Tag

mahasivratri puja

ଆଜି ପବିତ୍ର ଜାଗର, ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ

ଭୁବନେଶ୍ବର: ଆଜି ପବିତ୍ର ଜାଗର। ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ। ଶୈବପୀଠରେ ଭକ୍ତଙ୍କ ଗହଳି । ଶିବମୟ ହୋଇପଡିଛି ପରିବେଶ ।  ଶିବ ପଞ୍ଚାକ୍ଷର ମନ୍ତ୍ରରେ ଗୁଞ୍ଜରିତ ରାଜ୍ୟର ବିଭିନ୍ନ ଶୈବପୀଠ । ଦୀପ ଜାଳି ରାତି ଉଜାଗର ରହି ମହାଦେବଙ୍କ ଆରାଧାନା କରିବେ ଭକ୍ତ ।  ଦେବ ଦେବ ମହାଦେବଙ୍କ…

ମହାଶିବରାତ୍ରିରେ ଉଜାଗର ରହି ପ୍ରଭୁଙ୍କ ଆଶିଷ ଲାଭ କଲେ ଭକ୍ତ

ଶିବ- ଶକ୍ତି । ତାଙ୍କ ପୂଜାର ବହୁତ ମହତ୍ତ୍ବ ରହିଛି । ଭଗବାନ ଶିବ କଲ୍ୟାଣକାରୀ । ସମସ୍ତ ମନସ୍କାମନାକୁ ପୂର୍ଣ୍ଣ କରିବା ପାଇଁ ଶକ୍ତି-ଶିବଲିଙ୍ଗରେ ଅଭିଷେକ ସମାହିତ ରହିଥାଏ । ସମସ୍ତ ଦୁଃଖକୁ ଦୂର କରିଦିଅନ୍ତି । ଶିବ ରାତ୍ରୀକୁ ପ୍ରଭୁ ଶିବଙ୍କର ରାତ୍ରୀ ବୋଲି କୁହାଯାଇଥାଏ । ପୌରାଣିକ…

ଜାଗର ପାଇଁ ସଜେଇ ହୋଇଛି ବାବା ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ

ମହା ଶିବରାତ୍ରି ଅବସରରେ ଚଳଚଞ୍ଚଳ ପୁରୀର ବାବା ଲୋକନାଥଙ୍କ ପୀଠ । ବାବା ଲୋକନାଥଙ୍କୁ ଦର୍ଶନ ଓ ଜଳାଭିଷେକ କରିବା ଲାଗି ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ଭିଡ଼ ଜମିଛି ।  ରାତ୍ର ୧୨ଟା ୩୦ରୁ ପହୁଡ଼ ଓ ଦ୍ବାରଖୋଲା, ରାତ୍ର ୧ ଘଟିକାରୁ ୪ଟା ମଧ୍ୟରେ ମଙ୍ଗଳ ଆରତୀ, ଅବକାଶ, ସୂର୍ଯ୍ୟ ପୂଜା, ଭୋର ୪…

ପ୍ରସିଦ୍ଧ ଶୈବପୀଠ କପିଳାସରେ ମହାଶିବରାତ୍ରି ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ବାବାଙ୍କୁ ଏଠି ଲାଗି ହୁଏ ୬୦ ମାଣ…

ଢେଙ୍କାନାଳ:  ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସର ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ମହାପ୍ରଭୁଙ୍କ ପବିତ୍ର ମହାଶିବରାତ୍ରି ଜାଗର ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଚଳିତ ବର୍ଷ ମହାଶିବରାତ୍ରି ପାଇଁ କପିଳାସ ପୀଠରେ ପ୍ରାୟ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ନେଇ ଜିଲ୍ଲା ପ୍ରଶାସନ…

ଆଜି ମହାଶିବରାତ୍ରି: କୋଭିଡ୍‌ କଟକଣା ମଧ୍ୟରେ ବିଭିନ୍ନ ମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କ ଜାଗର ଯାତ୍ରା

ଭୁବନେଶ୍ବର: ଆଜି ମହାଶିବରାତ୍ରି । କୋଭିଡ୍‌ କଟକଣା ମଧ୍ୟରେ ମହାପ୍ରଭୁଙ୍କ ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । ଶ୍ରୀଲିଙ୍ଗରାଜଙ୍କ ସମେତ ଏକାମ୍ର କ୍ଷେତ୍ରରେ ଥିବା ସମସ୍ତ ଶୈବପୀଠରେ ଜାଗର ଯାତ୍ରାକୁ ନେଇ ଉତ୍ସବମୁଖର ହୋଇଉଠିଛି । ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବିଏମସି ପକ୍ଷରୁ…

ମହାଶିବରାତ୍ରି ଦିନକ ପୂର୍ବରୁ ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତଙ୍କ ଅସହଯୋଗ, ରୋଷ ହୋମ ପରେ ମହାପ୍ରଭୁଙ୍କ ନୀତିକାନ୍ତି…

ଭୁବନେ‌ଶ୍ୱର: ମହାଶିବରାତ୍ରି ଦିନକ ପୂର୍ବରୁ ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତଙ୍କ ଅସହଯୋଗ । ପରମ୍ପରା ରକ୍ଷା ନେଇ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଏଥିପାଇଁ ବ୍ରାହ୍ମଣ ନିଯୋଗ ପକ୍ଷରୁ ଆଜି ସେବାରେ ଅସହଯୋଗ କରିଛି । ଜାଗରର ଦିନକ ପୂର୍ବରୁ ଅସହଯୋଗ…

ମହାଶିବରାତ୍ରୀରେ କରିବାକୁ ଚାହୁଁଛନ୍ତି କି ମହାଦେବଙ୍କୁ ପ୍ରସନ୍ନ , ଜାଣନ୍ତୁ ମନସ୍କାମନା ଅନୁସାରେ କରିବେ କେଉଁ…

ଭଗବାନ ଶିବଙ୍କ ମହିମା କହିଲେ ନସରେ । ସେ ଭକ୍ତଙ୍କ ମନସ୍କାମନା ପୂରଣ କରିବାରେ କୌଣସି ହେଳା କରିନଥାନ୍ତି । ଏହା କହିବାର ତାତ୍ପର୍ଯ୍ୟ ହେଉଛି କି ଭୋଳାଶଙ୍କର ଯାହା ଉପରେ ପ୍ରସନ୍ନ ହୋଇଥାନ୍ତି ତାର ମନସ୍କାମନା ପୂର୍ଣ୍ଣ କରିଦେଇଥାନ୍ତି । ଭଗବାନ ଶିବ ଶିଘ୍ର ପ୍ରସନ୍ନ ହେଉଥିବା ଦେବତା ଅଟନ୍ତି…