Browsing Tag

mahula destroyed

ସୁନ୍ଦରଗଡ ପରାଗପୋଷ ଏବଂ କରଡାକୁଦ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ, ୨.୫୦ କୁଇଣ୍ଟାଲ ମହୁଲପୋଚ ନଷ୍ଟ

ବଣାଇ(କେନ୍ଯୁଜ୍): ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଥାନାର ପରାଗପୋଷ ଏବଂ କରଡାକୁଦର ଅଞ୍ଚଳରେ ଅବକାରୀ ବିଭାଗର ଏକ ଚଢ଼ାଉ। ଏହି  ଚଢ଼ାଉ ସମୟରେ ୨.୫୦ କୁଇଣ୍ଟାଲ ମହୁଲପୋଚ ନଷ୍ଟ କରାଯାଇଥିବା ସୂଚନା ମିଳିଛି। ପରାଗପୋସ ଏବଂ କରଡ଼ାକୁଦର ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲ ,ନାଳ ପାଖ ଏବଂ ଧାନ…