Browsing Tag

mahuli wine seized

ଥଣ୍ଡା ବୋତଲରେ ମହୁଲି ମଦ, ଚଢ଼ାଉ କରି ଧରିଲା ଦିଗପହଣ୍ଡି ପୋଲିସ୍‌

ଗଞ୍ଜାମ (କେ ନ୍ୟୁଜ୍) : ବର୍ତ୍ତମାନର ଗରମ ଓ ଗୁଳୁଗୁଳିରେ ଲୋକଙ୍କ ହାଲ୍ ବେହାଲ ହେଉଛି । ଏହି ସମୟରେ ଥଣ୍ଡା ବୋତଲଟିଏ ମିଳିଗଲେ ଭାରି ଶାନ୍ତି ଲାଗେ । ହେଲେ ଟିକେ ସତର୍କ ରୁହନ୍ତୁ ଆପଣମାନେ । ଏଇ ଥଣ୍ଡା ବୋତଲରେ ଯେ କେବଳ ମୃଦୁ ପାନୀୟ ବା କୋଲଡ ଡ୍ରିଙ୍କସ୍ ଥିବ ତାର କିଛି ଗ୍ୟାରେଣ୍ଟି…