Browsing Tag

main market

କରୋନା ପାଇଁ ଭୁବନେଶ୍ୱରର ପ୍ରମୁଖ ହାଟ ହେବ ସ୍ଥାନାନ୍ତର, ନଜର ପକାନ୍ତୁ କେଉଁ ହାଟ କେଉଁଠାକୁ ଯିବ

କେନ୍ୟୁଜ୍(ବ୍ୟୁରୋ):  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାର ଠାରୁ ଭୁବନେଶ୍ୱରର ପ୍ରମୁଖ ହାଟ ହେବ ସ୍ଥାନାନ୍ତର। ହାଟରେ ଗହଳି କମ କରିବା ଓ ସାମାଜିକ ଦୂରତା ବଜାୟ ରଖିବା  ପାଇଁ  ଏହି  ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ବିଏମସି ଜୋନାଲ ଡେପୁଟି କମିଶନର । ତେବେ ନଜର ପକାନ୍ତୁ…