Browsing Tag

majhighariani hundi opened

ଖୋଲିଲା ମା ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି, ବାହାରିଲା ରେକର୍ଡ ୬୯ ଲକ୍ଷ ୯୦ ହଜାର ୨୮୪ ଟଙ୍କା

ରାୟଗଡା (କେନ୍ଯୁଜ୍): ରାୟଗଡା ସହରର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ଖୋଲିଛି । ଏଥର ହୁଣ୍ଡିରୁ ରେକର୍ଡ ୬୯ ଲକ୍ଷ ୯୦ ହଜାର ୨୮୪ ଟଙ୍କା ବାହାରିଛି । କୋରୋନା କଟକଣା ଯୋଗୁଁ ୧୧ ମାସ ପରେ ମା ମଝିଘରିଆଣୀଙ୍କ ମନ୍ଦିର ଖୋଲାଗଲା । ହୁଣ୍ଡିରୁ କିଛି ବିଦେଶୀ ମୁଦ୍ରା…