ମନୁ ଭାକର ଏବଂ ଡି ଗୁକେଶଙ୍କୁ ମିଳିଲା ଖେଳରତ୍ନ ଆଓ୍ବାର୍ଡ, ୩୨ଜଣଙ୍କୁ ଅର୍ଜୁନ ଆୱାର୍ଡ ଦେଲେ ରାଷ୍ଟ୍ରପତି
ଜାତୀୟ ଖେଳ ପୁରସ୍କାର ସମାରୋହରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଛି । ସମାରୋହରେ ପ୍ରମୁଖ ଖେଳାଳିଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଦୁଇ ଅଲମ୍ପିକ୍ସ ପଦକ ବିଜେତାକୁ ପ୍ରଦାନ କରିଛନ୍ତି । ପ୍ୟାରିସ୍…