୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ମେଜର ସନ୍ଦୀପଙ୍କ ବାୟୋପିକ୍ର ଫାଷ୍ଟଲୁକ୍ ରିଲିଜ୍, ଦେଖନ୍ତୁ ଫଟୋ
ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ମେଜର ସନ୍ଦୀପ ଉନ୍ନିକ୍ରିଷ୍ନନଙ୍କ ବାୟୋପିକ୍ ‘ମେଜର’ର ଫାଷ୍ଟଲୁକ୍ ରିଲିଜ୍ ହୋଇଛି। ଉଭୟ ହିନ୍ଦୀ ଓ ତେଲୁଗୁ ଭାଷାରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ଅଦିବୀ ଶେଷ ମେଜର ଉନ୍ନିକ୍ରିଷ୍ନନଙ୍କ ଭୂମିକାରେ ଅଭିନୟ…