Browsing Tag

major terrorist attack

ନିର୍ଭିକତାର ସହ ଲଢ଼ିଲେ ସତ, କିନ୍ତୁ ଆତଙ୍କୀଙ୍କ ଗୁଳିର ଶିକାର ହେଲେ ସୟଦ ଆଦିଲ ହୁସେନ୍

ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି ।  ଜମ୍ମୁ-କଶ୍ମୀରର ପହଲଗାମରେ ୨୬ ଜଣ ପର୍ଯ୍ୟଟକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଆତଙ୍କବାଦୀ । ଯାହାକୁ ନେଇ ସାରା ଦେଶରେ ଲୋକଙ୍କ କ୍ରୋଧ ଥମିବାର ନାଁ ନେଉନାହିଁ ।  ଲୋକମାନେ ରାସ୍ତାକୁ…

ଜମ୍ମୁ-କଶ୍ମୀର ବାନ୍ଦିପୋରାରେ ଏନକାଉଣ୍ଟର, ଟପ୍ ଲସ୍କର କମାଣ୍ଡର ଅଲତାଫ୍ ଲାଲି ନିହତ

ପହଲଗାମ ଆକ୍ରମଣର ପ୍ରଥମ ପ୍ରତିଶୋଧ । ଜମ୍ମୁ-କଶ୍ମୀର ବାନ୍ଦିପୋରାରେ ଏନକାଉଣ୍ଟର । ଟପ୍ ଲସ୍କର କମାଣ୍ଡର ଅଲତାଫ୍ ଲାଲି ନିହତ। ଜମ୍ମୁ କାଶ୍ମୀର ବାନ୍ଦିପୋରାରେ ଏନକାଉଣ୍ଟର କଲେ ସୁରକ୍ଷାକର୍ମୀ । ଗୁରୁବାର ରାତିରୁ ପାକିସ୍ତାନ ପକ୍ଷରୁ ଏଲଓସିରେ ଗୁଳିଚାଳନା କରାଯାଇଥିବାବେଳେ ଏହାର ପାଲଟା…

ପହଲଗାମ ଆକ୍ରମଣ: ମାଟିରେ ମିଶିଲା ଆତଙ୍କବାଦୀର ଘର

ପହଲଗାମ : ଜମ୍ମୁକାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣର ଦୁଇ ଦିନ ପରେ ଆକ୍ସନ ମୋଡରେ ସେନା ।  ମାଟିରେ ମିଶିଲା ଦୁଇ ଆତଙ୍କବାଦୀର ଘର ।  ପୁଲୱାମାର ତ୍ରାଲ ଅଞ୍ଚଳରେ ଲସ୍କର-ଇ-ତୋଇବା ଆତଙ୍କୀ ଆସିଫ ଶେଖ ଘରକୁ ବିସ୍ପୋରଣ କରି ଉଡାଇ ଦେଇଛନ୍ତି ସୁରକ୍ଷାକର୍ମୀ । ପହଲଗାମ ଆକ୍ରମଣ ପରେ ଆସିଫ…

ଠିକ୍ ସମୟରେ ପାଠ କଲେ କଲମା, ଜୀବିତ ଛାଡିଦେଲେ ଆତଙ୍କବାଦୀ

ପହଲଗାମ୍ ଆତଙ୍କୀ ହମଲା ସାରା ବିଶ୍ବକୁ ଦୋହଲାଇ ଦେଇଛି । ସବୁଠି ଏହି ଘଟଣାକୁ ନେଇ ତୀବ୍ର ନିନ୍ଦା କରାଯାଉଛି । ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ ଦୁଃଖରେ ବୁଡ଼ି ରହିଛି । ଏହାରି ଭିତରେ ଜଣେ ପ୍ରତ୍ୟକ୍ଷଦର୍ଶୀ ଏମିତି କିଛି କଥା ଖୁଲାସା କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।…

ଆତଙ୍କୀ ଅବୁ କତାଲକୁ ହତ୍ୟା, ଅବୁକୁ ମୋଷ୍ଟ ୱାଣ୍ଟେଡ୍ ଘୋଷଣା କରିଥିଲା ଏନଆଇଏ

ଆତଙ୍କୀ ଅବୁ କତାଲକୁ ହତ୍ୟା ।  ମୋଷ୍ଟୱାଣ୍ଟେଡ ଲସ୍କର ଆତଙ୍କବାଦୀ ଅବୁ କତାଲ ସିନ୍ଧିକୁ ହତ୍ୟା। ଗତ ରାତିରେ ପାକିସ୍ତାନରେ ଅବୁ କତାଲକୁ ହତ୍ୟା କରାଯାଇଛି ।  ଆତଙ୍କବାଦୀ ଅବୁ କତାଲର ମୃତ୍ୟୁ ସହିତ ଲସ୍କର-ଇ-ତୈବାକୁ ଏକ ବଡ଼ ଧକ୍କା ଲାଗିଛି । ଜମ୍ମୁକାଶ୍ମୀରର ଅନେକ ଆତଙ୍କୀ ହିଂସାରେ…

ତୁର୍କୀରେ ପ୍ରତିରକ୍ଷା କମ୍ପାନୀ ପରିସରରେ ବଡ଼ ଆତଙ୍କବାଦୀ ଆକ୍ରମଣ, ୫ ମୃତ, ୨୨ ଆହତ

ତୁର୍କୀର ରାଜଧାନୀ ଅଙ୍କାରାରେ ବଡ଼ ଆତଙ୍କବାଦୀ ଆକ୍ରମଣ । ଦେଶର ସରକାରୀ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା କମ୍ପାନୀ ‘ତୁସାସ୍’ର କ୍ୟାମ୍ପସରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ବୁଧବାର ହୋଇଥିବା ଆତଙ୍କୀ ହମଲାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ୨୨ ଜଣ ଲୋକ ଆହତ ହୋଇଛନ୍ତି । ତୁର୍କୀ…

ପାକିସ୍ତାନରେ ବଡ଼ ଆତଙ୍କବାଦୀ ଆକ୍ରମଣ, ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

ପାକିସ୍ତାନର ଅଶାନ୍ତ ଉତ୍ତର-ପଶ୍ଚିମ ଖାଇବର ପଖତୁନଖୱା ରାଜ୍ୟରେ ପୋଲିସ ଭ୍ୟାନ ଉପରେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୨ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଆଜି ପାଟ୍ରୋଲିଂ ବେଳେ ଆତଙ୍କବାଦୀମାନେ ପୋଲିସ ଭ୍ୟାନ ଉପରେ ଆକ୍ରମଣ କରିଥିଲେ । ସନ୍ଦିଗ୍ଧ ଆତଙ୍କବାଦୀମାନେ…

ମଣିପୁରରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ, କମାଣ୍ଡିଙ୍ଗ ଅଫିସରଙ୍କ ସମେତ ୭ ସହିଦ

ମଣିପୁରରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଆସାମ ରାଇଫଲସର କମାଣ୍ଡିଂ ଅଫିସରଙ୍କ କନଭଏ ବା ଗାଡ଼ି ଉପରେ କରାଯାଇଛି ହମଲା । ଏଥିରେ ଆସାମ ରାଇଫଲ୍ସ କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ, ତାଙ୍କ ପତ୍ନୀ, ପୁଅ ସମେତ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏମାନେ ଯାଉଥିବା ଏକ ଗାଡି ଉପରେ ହଟାତ ଅତର୍କିତ…

୫ ଅଗଷ୍ଟ ପୂର୍ବରୁ ଜମ୍ମୁ କାଶ୍ମୀରରେ ହୋଇପାରେ ବଡ଼ ଆକ୍ରମଣ, ପାକିସ୍ତାନ କରିଛି ଷଡ଼ଯନ୍ତ୍ର

ଜମ୍ମୁ-କାଶ୍ମୀର : ଜମ୍ମୁ କଶ୍ମୀରରେ କିଛି ନେତା ଆତଙ୍କବାଦୀଙ୍କ ଲକ୍ଷ୍ୟରେ ଅଛନ୍ତି । କାଶ୍ମୀର ଘାଟିରେ ଅଗଷ୍ଟ ୫ ପୂର୍ବରୁ ଆତଙ୍କବାଦୀମାନେ ଏକ ବଡ଼ ଆକ୍ରମଣ କରି ପାରନ୍ତି ବୋଲି ଜଣାପଡ଼ିଛି । ଅନୁଚ୍ଛେଦ ୩୭୦ ହଟିବାର ଏକ ବର୍ଷ ପୂର୍ତ୍ତୀ ଅବସରରେ ଏହି ଆକ୍ରମଣ କରିବାକୁ ପାକିସ୍ତାନ…