Browsing Tag

makara sankrati

ପବିତ୍ର ମକର ସଂକ୍ରାନ୍ତିରେ ଚଳଚଞ୍ଚଳ ହୋଇ ଉଠିଛି ବାବା ବରୁଣେଶ୍ୱରଙ୍କ ପୀଠ

ଯାଜପୁର ଟାଉନ(କେନ୍ଯୁଜ୍): ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଏଥିପାଇଁ ଯାଜପୁର ଜିଲା ବିଂଝାରପୁର ବ୍ଲକ ଅରେଇ ଠାରେ ଥିବା ବାବା ବରୁଣେଶ୍ୱରଙ୍କ ପୀଠ ହୋଇ ଉଠିଛି ଚଳଚଞ୍ଚଳ । ଆଜିର ଦିନକୁ ବାବାଙ୍କ ସ୍ୱନକ୍ଷତ୍ର ଦିବସ ଭାବେ ପାଳନ କରାଯାଏ । ଏଥିପାଇଁ ବର୍ଷ ତମାମ ପାଣିରେ ରହୁଥିବା ବାବା…

ମକର ସଂକ୍ରାନ୍ତି ଉପଲକ୍ଷେ ତାମିଲନାଡୁରେ ଆୟୋଜିତ ହେବ ବିଶ୍ୱ ପ୍ରସିଦ୍ଧ ଜାଲିକାଟ୍ଟୁ

ଆଜି ମକର ସଂକ୍ରାନ୍ତି । ତାମିଲନାଡୁର ବଡ ପର୍ବ । ଏହି ଅବସରରେ ମଦୁରାଇ ଜିଲ୍ଲାରେ ତିନୋଟି ସ୍ଥାନରେ ଆୟୋଜିତ ହେବ ବିଶ୍ୱ ପ୍ରସିଦ୍ଧ ଜାଲିକାଟ୍ଟୁ । ପାଲମେଡୁ, ଆଲଙ୍ଗା-ନାଲୁର୍‌, ଅଭନିଆ-ପୁରମରେ ଆୟୋଜିତ ହେବ ଜଲିକାଟ୍ଟୁ । ଜଲିକାଟ୍ଟୁ ପାଇଁ ଏବେ ଏହି ସ୍ଥାନ ସଂପୂର୍ଣ୍ଣ ପ୍ରସ୍ତୁତ ।…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ଚୌରାଶି ବେଶ

ପୁରୀ(କେନ୍ଯୁଜ୍): ଆଜି ମକର ସଂକ୍ରାନ୍ତି । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଛି । ଆଜିଠାରୁ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କରିବା ସହ ଉତ୍ତରାୟଣ ଯାତ୍ରା ଆରମ୍ଭ କରିଥାନ୍ତି । ସେଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ଚୌରାଶି ବେଶ ଅନୁଷ୍ଠିତ ହୋଇଥାଏ…

ଜାଣନ୍ତୁ ମକର ସଂକ୍ରାନ୍ତିର ମହତ୍ତ୍ବ , ଏବଂ କିପରି କରାଯାଏ ମକର ଚାଉଳ ପ୍ରସ୍ତୁତି

ଆସନ୍ତା କାଲି ମକର ସଂକ୍ରାନ୍ତି ହୋଇଥିବା ବେଳେ ଏହାକୁ ନେଇ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଛି।ଓଡ଼ିଆ ପରମ୍ପରାନୁଯାୟୀ ମକର ସଂକ୍ରାନ୍ତି ଦିନ ଗ୍ରହର ବକ୍ରଗତି ଆରମ୍ଭ ହୋଇ ଦିନ ବଡ଼ ଏବଂ ରାତି ସାନ ହୋଇଥାଏ । ଏହି ଦିନରୁ ସୂର‌୍ୟ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ଯାହାଫଳରେ…