Browsing Tag

malabar military exercise

ଆଜିଠାରୁ ପ୍ରଥମ ଚତୁଃରାଷ୍ଟ୍ରୀୟ ମାଲାବାର ସମରାଭ୍ୟାସ: ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ନେଭି ଟିମ୍ ସାମିଲ୍

ବିଶାଖାପାଟଣା: ଆଜିଠାରୁ ପ୍ରଥମ ଚତୁଃରାଷ୍ଟ୍ରୀୟ ମାଲାବାର ସମରାଭ୍ୟାସ । ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ନେଭିର ମିଳିତ ସମରାଭ୍ୟାସ । ବଙ୍ଗୋପସାଗର ବିଶାଖାପାଟଣା ଉପକୂଳରେ ଆଜିଠାରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ସମରାଭ୍ୟାସ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ…