Browsing Tag

malibuha puja

ମାଘ ମାସରେ ପାଳିତ ହୁଏ କେନ୍ଦୁଝରର ନିଆରା ପର୍ବ ‘ମଳିବୁହା’, ପୂରଣ ହୁଏ ମାନସିକଧାରୀଙ୍କ ଇଚ୍ଛା

କେନ୍ଦୁଝର (କେ ନ୍ୟୁଜ) : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ତଳବରଗୋଡା ଗାଁରେ ପାଳିତ ହୁଏ ମଳିଓଷା। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠେ ସମସ୍ତ ପୁରପଲ୍ଲୀ। ଏହି ଓଷାରେ ତଳବରଗୋଡା ଗାଁର ମହିଳାମାନେ ଉପବାସ ରହି ନୂତନ ବସ୍ତ୍ର ପରିଧାନ କରନ୍ତି। ଏହି ଓଷାକୁ ମହିଳାମାନେ ଗାଁର ଠାକୁରାଣୀଙ୍କ ନିକଟରେ…