Below header
Browsing Tag

man died

ଚୁରମାର ହୋଇଗଲା ବିଜୟଙ୍କ ସବୁ ସ୍ୱପ୍ନ: ଅଧାରେ ରହିଗଲା ବାହାଘର

ଭୁବନେଶ୍ୱର(କେନ୍ୟୁଜ): ଆଉ ବାଜିବନି ଢୋଲ ଆଉ ତୁରୀ ସହିତ ଯୋଡି ନାଗରା । କି କାନ୍ଥରେ ନାଆ କୁ ନାଆ ଯୋଡ଼ାହୋଇ ଆଉ ଲେଖା ହେବନି ଶଭୁ ବିବାହ । କି ଆଉ ବାହାଘରର ସେହି ଗହଳି ଚହଳି ଲାଗିବନି । ରୋଷଣି କରି ବରଯାତ୍ରୀ ଧରି ପୁଅ ଆଉ ଯିବନି ଝିଅ ଘରକୁ ନାଚି ନାଚି । କାହିଁକି ନା ଯେଉଁ ଲୋକ ଭିଡ଼…

ଚାଲୁଥିବା ବେଳେ ଆସିଲା ଛିଙ୍କ, ରାସ୍ତାରେ ଟଳିପଡିଲେ ଯୁବକ : ଭିଡିଓ ଭାଇରଲ

ମୃତ୍ୟୁ ସୁନିଶ୍ଚିତ । ହେଲେ କେଉଁଠି, କେତେବେଳେ ଆସିବ, ତାହା କେହି ଜାଣିପାରିବେ ନାହିଁ । ଏମିତି ଏକ ଘଟଣା ଉତ୍ତରପ୍ରଦେଶ ମେରଠରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଜଣେ ଯୁବକ ରାସ୍ତାରେ ଯାଉଥିବା ସମୟରେ ଛିଙ୍କ ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି। ଖବର…

ସାଇ ବାବାଙ୍କୁ ଦର୍ଶନ କରିବା ସମୟରେ ବ୍ୟକ୍ତିଙ୍କୁ ଆସିଲା ମୃତ୍ୟୁ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

ଏମିତି ମୃତ୍ୟୁ ହୁଏତ କାହାକୁ ଆସିନଥିବ। ସାଇବାବାଙ୍କୁ ଦର୍ଶନ କରିବା ସମୟରେ ଚାଲିଗଲା ଜୀବନ। ଭଗବାନଙ୍କ ଦୁଆରେ ମରିବାର ସୌଭାଗ୍ୟ ବା କାହାର ରହିଛି। କିନ୍ତୁ ଏମିତି ଏକ ଭିଡିଓ ମଧ୍ୟପ୍ରଦେଶର କଟନୀ ଜିଲ୍ଲାରୁ ଆସିଛି। ଯେଉଁଠି ସାଇବାବାଙ୍କୁ ଦର୍ଶନ କରୁଥିବା ସମୟରେ ବ୍ୟକ୍ତିଙ୍କୁ ହାର୍ଟଆଟାକ…

ନଡ଼ିଆ ତୋଳିବା ବେଳେ ଗଛରୁ ପଡ଼ି ଶ୍ରୀଧରଙ୍କ ମୃତ୍ୟୁ, ଏବେ ବେସାହାରା ପରିବାର ଲୋକେ

ଭୁବନେଶ୍ୱର (କେନ୍ୟୁଜ୍‌) : ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରେ ଗୋଟିଏ ମୃତଦେହ ଥୁଆ ହୋଇଥାଏ । ଆଉ ଅଳ୍ପ ଦୂରରେ ମହିଳା ଜଣେ ବାହୁନି ବାହୁନି କାନ୍ଦୁଥାନ୍ତି। କିଛି ଲୋକ ଜଣେ ଭଦ୍ରବ୍ୟକ୍ତିଙ୍କୁ କହୁଥାନ୍ତି ଆଜ୍ଞା ତା ପରିବାର ଗୋଟିଏ ପୁଅ ଗୋଟିଏ ଝିଅ। ସେମାନେ କେମିତି ବଂଚିବେ। ଯିଏ…

ଉମରକୋଟରେ ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ

ଉମରକୋଟ(କେନ୍ଯୁଜ୍): ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ , ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସାନଭରଣ୍ଡି ନିକଟରେ । ସୂଚନା ଅନୁଯାୟୀ ଗଣେଶ ମିତ୍ର ନାମକ ବ୍ୟକ୍ତି ଘରକୁ ଫେରୁଥିବା ସମୟରେ ଏକ ଅଜଣା ଗାଡି ଆସି ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ…

କ୍ବରେଣ୍ଟାଇନ ସେଣ୍ଟରରେ ଥିବା ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବାଲେଶ୍ବର(କେନ୍ଯୁଜ୍): ବାଲେଶ୍ବର ଜିଲ୍ଲା ଖଇରା ଥାନା ଜଳଦା ନୋଡାଲ ବିଦ୍ୟାଳୟର କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ଯୁବକର ମୃତ୍ୟୁ ହୋଇଛି । ସୂଚନା ମୁତାବକ ଖଇରା ଥାନା ଜଳଦା ଗ୍ରାମର ଗୋବିନ୍ଦ ମଳିକଙ୍କ ପୁଅ ବିପିନି ବିହାରି ମଳିକ ମୁମ୍ବାଇରେ ଗତ କିଛି ବର୍ଷ ଧରି କାମ କରୁଥିଲେ । ଗତ ୨୭…

ପୁରୀ: କାଳ ସାଜିଲା ବଜ୍ରପାତ, ଚାଲିଗଲା ଜୀବନ

ପୁରୀ(କେନ୍ଯୁଜ୍): ଗତକାଲି ରାତି ୮ ରୁ ୧୦ଟା ପର୍ଯ୍ଯନ୍ତ ବହ୍ମଗିରି ଅଞ୍ଚଳରେ ପ୍ରବଳ ମାତ୍ରାରେ ବର୍ଷା ସହିତ ବଜ୍ରପାତ ହୋଇଛି। ଏହି ସମୟରେ ବ୍ରହ୍ମଗିରି ଅରଖକୁଦା ମେରାଇଦନ୍ ଥାନା ଅଧୀନ ଗୋପିନାଥପୁର ଗ୍ରାମର ସତ୍ଯ ଜେନା ନାମକ ଜଣେ ବ୍ଯକ୍ତିଙ୍କର ମୃତ୍ୟୁ ହୋଇଛି। ସେ କାଲି ରାତିରେ ଘରୁ…

ଆନନ୍ଦପୁରରେ ଅଘଟଣ, ଘର ସହ ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଆନନ୍ଦପୁର(କେନ୍ୟୁଜ୍): ଘର ସହ ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ । ଘଟଣା ଘଟିଛି ଆନନ୍ଦପୁର ଶୋଷ ଥାନା ଅନ୍ତର୍ଗତ ମୁଣ୍ଡାସାହିରେ । ଗତକାଲି ରାତିରେ ଗାଁର ସୁକଦେବ ମୁଣ୍ଡା ଘରେ ଶୋଇଥିବା ବେଳେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶୁକ ଓ…

ଝାରସୁଗୁଡା: ରେଳଷ୍ଟେସନ ନିକଟରେ ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ

ଝାରସୁଗୁଡା(କେନ୍ୟୁଜ୍): ଝାରସୁଗୁଡା ଜିଲ୍ଲା ବୃନ୍ଦାମାଲ ରେଳଷ୍ଟେସନ ନିକଟରେ ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ । ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ରେଳଧାରଣାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ଜିଆରପିକୁ ଖବର ଦେଇଥିଲେ । ତେବେ ଏଯାଏ ଯୁବକଙ୍କ ପରିଚୟ ମିଳିନାହିଁ ।

ଭୁବନେଶ୍ବର : ଆମ୍ବ ପାଇଁ ଚାଲିଗଲା ଜୀବନ

ଭୁବନେଶ୍ବର : ଆମ୍ବ ଖାଇବାକୁ ଯାଇ ପ୍ରାଣ ହରାଇଲେ ଯୁବକ । ଗଛରେ ଚଢିଥିବା ବେଳେ ବିଦ୍ୟୁତ୍ ଆଘାତରେ ଘଟଣାସ୍ଥଳରେ ଟଳି ପଡିଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜୟଦେବ ବିହାରରେ । ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଖବର ପାଇ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିଛି…

ଘଟଗାଁ : ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ

ଘଟଗାଁ(କେନ୍ୟୁଜ୍) : କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକର ମୃତ୍ୟୁ ଘଟିଛି । ଖବର ଅନୁଯାୟୀ ମୃତକ ଯୁବକ ଜଣକ ହରିଚନ୍ଦନପୁର ଗ୍ରାମ ପଞ୍ଚାୟତ ହରିଡାଗୋଠ ଗ୍ରାମର ସଦାଇ ମାଝୀଙ୍କ ପୁଅ ରାମ ମାଝୀ(୨୦) ବୋଲି ଜଣାପଡ଼ିଛି । ଯୁବକ ଜଣକ ହରିଚନ୍ଦନପୁର ନିକଟସ୍ଥ ରେଲୱ ବାଇପାସ୍ ଛକରେ ନୂତନ…

କବାବ ଖାଇବା ହେଲା କାଳ, ଚାଲିଗଲା ଯୁବକଙ୍କ ଜୀବନ : କଣ ଆପଣମାନେ ମଧ୍ୟ କରୁଛନ୍ତି ଏହି ଭୁଲ

କାର‌୍ୟ୍ୟବ୍ୟସ୍ତତା କାରଣରୁ ଆମ ଦୈନନ୍ଦିନ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। ଏନେଇ ଘର ଖାଇବା ବଦଳରେ ଅନେକଙ୍କୁ ବାହାର ଅର୍ଥାତ ହୋଟେଲର ଖାଦ୍ୟ ଖାଇବାକୁ ପଡୁଛି। କିନ୍ତୁ ନିକଟରେ ଏକ ରେସ୍ତୋରାଁରେ କବାବ୍ ଖାଇବା ଜଣେ ୧୮ବର୍ଷର ଯୁବକକୁ ମହଙ୍ଗା ପଡିଛି। ଏପରକି କବାବ୍ କାରଣରୁ ତାଙ୍କର ଜୀବନ…