Browsing Tag

man died on the way to home

କରୋନା ଟେଷ୍ଟ ପାଇଁ ସ୍ୱାବ୍‌ ଦେବାକୁ ଯାଇଥିଲେ ମେଡିକାଲ୍‌ , ଘରକୁ ଫେରିଲେ ଶବ ହୋଇ

ରାୟଗଡ଼(କେନ୍ୟୁଜ୍‌) : ମୃତ୍ୟୁ କେତେବେଳେ କାହା ପାଖକୁ କେମିତି ଆସେ କେହି କହି ପାରିବେ ନାହିଁ । ମେଡିକାଲ୍‌କୁ ସ୍ୱାବ ଦେବାକୁ ଯାଇଥିବା ଜଣେ ବ୍ୟକ୍ତି  ଆଉ ଜୀବିତ ହୋଇ ଘରକୁ ଫେରିଲେ ନାହିଁ । ଏମତି ଏକ ଅଭାବନୀୟ ଘଟଣା ଦେଖାଯାଇଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ୍‌ ଅଧୀନ ନାରାୟଣପୁର…