Browsing Tag

man drowning

ନଦୀକୁ ମାଛ ଧରିବାକୁ ଯାଇଥିବାବେଳେ ଅଘଟଣ, ପ୍ରଖର ସୁଅରେ ଭାସି ଜଣେ ନିଖୋଜ

ଉଦଳା: ନଦୀକୁ ମାଛ ମାରିବାକୁ ଯାଇ ଜଣେ ନିଖୋଜ। ବାତ୍ୟା ୟାସ ପ୍ରଭାବରେ ନଦୀରେ ଜଳସ୍ତର ବୃଦ୍ଧି ପାଇବା ପରେ ମାଛ ମାରିବାକୁ ଯାଇ ଅଘଟଣ। କପ୍ତିପଦା ଥାନା ନେଦାମ ପଞ୍ଚାୟତ ପଥରଖଣି ଗାଁର ସୋନ ନଦୀରେ ଭାସିଯାଇଛନ୍ତି ଯୁବକ। ଯୋଗେନ୍ଦ୍ର ଭକ୍ତା ନିଜର ଦୁଇ ପୁଅ ଏବଂ କିଛି ଗ୍ରାମବାସୀ ମାଛ ଧରିବା…

କଟକ ସାମନ୍ତରାପୁର ଅଞ୍ଚଳରେ ପୋଖରୀରେ ବୁଡି ଗଲା ଯୁବକଙ୍କ ଜୀବନ

କଟକ: ପୋଖରୀରେ ବୁଡି ଗଲା ଜୀବନ। କଟକ କିଶନନଗର ଥାନା ଅଧୀନ ସାମନ୍ତରାପୁର ଅଞ୍ଚଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଚିନ୍ତାମଣି ବେହେରା। ସକଳୁ ସେ ଶୌଚ ହେବା ପାଇଁ ଯାଇଥିବାବେଳେ ଗୋଡ ଖସିଯାଇ ପୋଖରୀରେ ବୁଡି ଯାଇଥିଲେ। ଦୀର୍ଘ ଘଣ୍ଟା ଧରି ଘରକୁ ନଫେରିବାରୁ ପରିବାରଲୋକେ…