Below header
Browsing Tag

man missing

ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ, ଟ୍ରେନ୍‌ ଭିତରେ GRP ପିଟୁଥିବା ଭିଡିଓ ଭାଇରାଲ ପରେ ମାମଲା ରୁଜୁ

ସୋର(କେନ୍ୟୁଜ୍): ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ। ଟ୍ରେନ୍‌ ଭିତରେ GRP ପିଟୁଥିବା ଭିଡିଓ ଭାଇରାଲ ପରେ ବାଲେଶ୍ୱର GRP ଥାନାରେ ମାମଲା। ବାଲେଶ୍ୱର ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଗାଁର ଜଣେ ଯୁବକ ଦାଦନ ଖଟିବାକୁ କେରଳ ଯାଇଥିଲେ। ସେଠାରେ ସେ ଟ୍ରଲରରେ ମାଛ ମାରିବା କାମ କରୁଥିଲେ। କିନ୍ତୁ ୨୨…

ଜନ୍ମ ପର ଠାରୁ ବାପାକୁ ଦେଖିନି ପୁଅ, ଛଅ ମାସର ଗର୍ଭବତୀ ଥିବା ବେଳେ ସ୍ତ୍ରୀକୁ ଛାଡି ନିଖୋଜ ହୋଇ ଯାଇଛନ୍ତି ସ୍ୱାମୀ

ସୋରଡା (କେନ୍ୟୁଜ) : ଦୀର୍ଘ ଚାରି ବର୍ଷ ହେବ ସ୍ୱାମୀଙ୍କର ଫେରିବା ବାଟକୁ ଚାହିଁ ରହିଛି ସ୍ତ୍ରୀ । ଏ ଦୁଃଖଦ ଘଟଣା ହେଉଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ବଡଗଡ ଥାନା ଚାକୁଣ୍ଡା ଗାଁର । ଏହି ଗାଁର ବାୟାରାମ ବିଶୋଇ। ସବୁ ପରିବାରଙ୍କ ଭଳି ସେ ମଧ୍ୟ ଚାହିଁଥିଲେ ବାପା ମା, ପୁଅ ବୋହୁ, ନାତି…

ନଦୀକୁ ମାଛ ଧରିବାକୁ ଯାଇଥିବାବେଳେ ଅଘଟଣ, ପ୍ରଖର ସୁଅରେ ଭାସି ଜଣେ ନିଖୋଜ

ଉଦଳା: ନଦୀକୁ ମାଛ ମାରିବାକୁ ଯାଇ ଜଣେ ନିଖୋଜ। ବାତ୍ୟା ୟାସ ପ୍ରଭାବରେ ନଦୀରେ ଜଳସ୍ତର ବୃଦ୍ଧି ପାଇବା ପରେ ମାଛ ମାରିବାକୁ ଯାଇ ଅଘଟଣ। କପ୍ତିପଦା ଥାନା ନେଦାମ ପଞ୍ଚାୟତ ପଥରଖଣି ଗାଁର ସୋନ ନଦୀରେ ଭାସିଯାଇଛନ୍ତି ଯୁବକ। ଯୋଗେନ୍ଦ୍ର ଭକ୍ତା ନିଜର ଦୁଇ ପୁଅ ଏବଂ କିଛି ଗ୍ରାମବାସୀ ମାଛ ଧରିବା…