Browsing Tag

man standing

ଚାକିରି ପାଇଁ ଅଜବ ଯୁଗାଡ଼, ଷ୍ଟେସନରେ ରିଜ୍ୟୁମ୍ ଝୁଲାଇ ୩ ଘଣ୍ଟାରେ ଚାକିରି ପାଇଲେ ଯୁବକ

ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ଯେ ଚାକିରି ଖୋଜିବା କେତେ କଷ୍ଟ । ଚାକିରି ଖୋଜିବା ପାଇଁ ଲୋକମାନେ ପ୍ରତ୍ୟେକ ଉପାୟରେ ଚେଷ୍ଟା ଜାରି ରଖିଥାନ୍ତି । କିନ୍ତୁ କରୋନା କାଳରେ ଲୋକଙ୍କୁ ଚାକିରି ଖୋଜିବା ଅଧିକ କଷ୍ଟସାଧ୍ୟ କରିଥିଲା । କାରଣ କରୋନା ପ୍ରଭାବ ହେତୁ ଅନେକ ଲୋକ ଚାକିରୀ ହରାଇଲେ ।…