Browsing Tag

man surrender after murder

ଗୁଣି ଗାରେଡ଼ି ସନ୍ଦେହ, ଜଣକୁ ମାରି ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରୀ

ଗଞ୍ଜାମ (କେନ୍ୟୁଜ୍): ପ୍ରଥମେ ମସ୍ତବଡ଼ ଭୁଲ କଲା ଓ ପରେ ପଶ୍ଚାତାପ କରି ପୋଲିସ୍‌ ନିକଟରେ ଆତ୍ମସମର୍ପଣ କଲା । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଧୋବାଡ଼ି ପାଟପୁର ଗାଁରେ ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ହାଣି ହତ୍ୟା କରିବା ପରେ ହତ୍ୟାକାରୀ ପୋଲିସ୍‌ ନିକଟରେ ଆତ୍ମସମର୍ପଣ…