Browsing Tag

manda buffalo award

ଓଡ଼ିଶାର ମଣ୍ଡା ମଇଁଷିକୁ ମିଳିଲା ଜାତୀୟ ମାନ୍ୟତା, ଏମାନଙ୍କ ସଂରକ୍ଷଣ ସହ ସଂଖ୍ୟା ବଢାଇବାକୁ ପ୍ରୟାସ ଜାରି

ଭୁବନେଶ୍ବର(କେନ୍ଯୁଜ୍): ମଣ୍ଡା ମଇଁଷିକୁ ସ୍ୱତନ୍ତ୍ର ପ୍ରଜାତି ମାନ୍ୟତା । ଓଡ଼ିଶାର ମଣ୍ଡା ମଇଁଷିକୁ ମିଳିଛି ଜାତୀୟ ମାନ୍ୟତା । ରାଷ୍ଟ୍ରୀୟ ପଶୁ ଆନୁବଂଶିକ ସଂଶାଧନ ବ୍ୟୁରୋ ଏହାକୁ ଦେଶର ୧୯ ତମ ମଇଁଷି ପ୍ରଜାତି ମାନ୍ୟତା ଦେଇଛି । କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ଅଧିକ…