Browsing Tag

Mango Peel Face Scrub

ଆମ୍ବ ଚୋପା ସହିତ ମିଶାଇ ଲଗାନ୍ତୁ ଏହି ୩ଟି ଜିନିଷ…ବ୍ରଣଠୁ ଟ୍ୟାନିଂ ସବୁକିଛି ଚୁଟ୍‌କିରେ ହୋଇଯିବ ଦୂର

ଆମ୍ବ ଫଳ ଭିତରେ ରାଜା। ଏଥିରେ ଭିଟାମିନ ଏ, ବି୬, ସି ସହିତ ଫାଇବର, କପର୍‌, ଫୋଲେଟ୍‌ ଆଦି ଭରପୂର ମାତ୍ରାରେ ରହିଛି। ଆମ୍ବ ଖାଇବାକୁ କିଏ ବା ଭଲ ନ ପାଏ। ଆମ୍ବଖଟା ହେଉ ନି ଆମ୍ବ ଜୁସ୍‌, ଆମ୍ବ ଆଚାର ହେଉ କି ପାଚିଲା ଆମ୍ବ, ଆମ୍ବକୁ ବିଭିନ୍ନ ପ୍ରକାରେ ଖାଇବାକୁ ଲୋକେ ଭଲ ପାଆନ୍ତି। ଖରାଦିନେ…

ଟ୍ଯାନିଂ ଏବଂ ବ୍ଲାକହେଡସରୁ ମୁକ୍ତି ଦେବ ଆମ୍ବ ଚୋପା ଫେସପ୍ଯାକ ଏବଂ ସ୍କ୍ରବ, ଏମିତି କରନ୍ତୁ ବ୍ଯବହାର

ଗରମ ଦିନରେ ମାର୍କେଟରେ ଅଲଗା ଅଲଗା ପ୍ରଜାତିର ଆମ୍ବ ବିକ୍ରି ହୋଇଥାଏ। ଆମ୍ବ ଖାଇବାକୁ ଅନେକ ଲୋକ ବେଶ୍ ପସନ୍ଦ କରନ୍ତି। ଲୋକେ ଆମ୍ବ ଖାଇବା ପରେ ତା’ର ଚୋପାକୁ ଫୋପାଡିଦିଅନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଆମ୍ବ ଚୋପା ମଧ୍ୟ ସ୍କିନ ପାଇଁ ବେଶ ଫାଇଦାଯୁକ୍ତ ହୋଇଥାଏ। ଆମ୍ବ ଚୋପାରେ ଭିଟାମିନ…