Browsing Tag

mao police war

ପୋଲିସ- ମାଓବାଦୀ ଗୁଳିବିନିମୟ, ବହୁ ମାଓ ସାମଗ୍ରୀ ଜବତ

ବଲାଙ୍ଗୀର (କେନ୍ୟୁଜ୍) : ବଲାଙ୍ଗୀରରେ ପୋଲିସ- ମାଓବାଦୀ ଗୁଳିବିନିମୟ। ବେଲପଡ଼ା ଥାନା ବେନ୍ଦେର ଜଙ୍ଗଲରେ ମୁହାଁମୁହିଁ। ଜଙ୍ଗଲ ମଧ୍ୟରେ ୧୦ରୁ ୧୫ ସିପିଆଇ-ଏମ ମାଓବାଦୀ ଥିବା ନେଇ ସୂଚନା ମିଳିବା ପରେ ଏସଓଜି ଓ ଡିଭିଏଫ କମ୍ବିଂ ଅପରେସନ କରିଥିଲେ। ଊଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି…

ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି: ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ୧୭ ଯବାନ୍‌ଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ…

ମାଲକାନାଗିରି(କେନ୍ୟୁଜ୍): ଛତିଶଗଡ଼ରେ ନକ୍ସଲ ହମ୍‌ଲାରେ ସହିଦ୍‌ ୧୭ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ସିଂ ବାଘେଲ। ସୁକମା ଜିଲ୍ଲା ସଦର ମହକୁମାରେ ଶହୀଦ୍‌ ମାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶ୍ରଦ୍ଧାଞ୍ଜଳି ଦିଆଯିବ। ସୁକମା ଜିଲ୍ଲା କାସଲପାଡ ଜଙ୍ଗଲରେ…