Below header
Browsing Tag

maradona

ଫୁଟବଲ ତାରକା ଡିଏଗୋ ମାରୋଡନାଙ୍କ ଦେହାନ୍ତ, ହୃଦ୍‌ଘାତରେ ବୁଜିଲେ ଆଖି

କନ୍ୟୁଜ୍(ବ୍ୟୁରୋ):  ଫୁଟବଲ ତାରକା ଡିଏଗୋ ମାରୋଡନାଙ୍କ ଦେହାନ୍ତ। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ୬୦ ବର୍ଷ ହୋଇଥିଲା। ବିଶ୍ୱର କିମ୍ବଦନ୍ତି ଫୁଟବଲ ଖେଳାଳି। ତାଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଫୁଟବଳ ଶୀର୍ଷରେ ପହଞ୍ଚିଥିଲେ। ଦୁଇ ଥର ବିଶ୍ୱ ଚାମ୍ପିଅନ ହୋଇଥିଲା।…