ଫୁଟବଲ ତାରକା ଡିଏଗୋ ମାରୋଡନାଙ୍କ ଦେହାନ୍ତ, ହୃଦ୍‌ଘାତରେ ବୁଜିଲେ ଆଖି

କନ୍ୟୁଜ୍(ବ୍ୟୁରୋ):  ଫୁଟବଲ ତାରକା ଡିଏଗୋ ମାରୋଡନାଙ୍କ ଦେହାନ୍ତ। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ୬୦ ବର୍ଷ ହୋଇଥିଲା। ବିଶ୍ୱର କିମ୍ବଦନ୍ତି ଫୁଟବଲ ଖେଳାଳି। ତାଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଫୁଟବଳ ଶୀର୍ଷରେ ପହଞ୍ଚିଥିଲେ। ଦୁଇ ଥର ବିଶ୍ୱ ଚାମ୍ପିଅନ ହୋଇଥିଲା। ତାଙ୍କ ଖେଳ ଶୈଳୀ ବିଶ୍ୱ ଫୁଟବଲରେ ନିଆରା ଥିଲା। ଆଉ ତାଙ୍କୁ ଲୋକପ୍ରିୟ କରାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.