Below header

ଆଜି ରାଜ୍ୟରୁ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ, ସଂଖ୍ୟା ପହଞ୍ଚିଲା ୩୦୮୧୦୨ରେ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରୁ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ । ଆଜି ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୦୩ ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି  ମୟୂରଭଞ୍ଜର ୭୩, ସୁନ୍ଦରଗଡର ୬୭, ନୂଆପଡାର ୪୪, କଟକର ୪୨ବାଲେଶ୍ବରର ୩୭, ବଲାଙ୍ଗିର ୩୨, ଜଗତସିଂହପୁରର ୩୦, କେନ୍ଦ୍ରାପଡାର ୩୦,ସମ୍ବଲପୁରର ୨୮, ଷ୍ଟେଟପୁଲର ୨୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦୁଝରର ୨୫, ଅନୁଗୁଳର  ୨୪, ବରଗଡର ୨୧, ଝାରସୁଗୁଡାର ୧୭, ଯାଜପୁରର ୧୪, କଳାହାଣ୍ଡିର ୧୪, ଢେଙ୍କାନାଳର ୧୩, ପୁରୀର ୧୩, ଭଦ୍ରକର ୧୧,ଦେବଗଡର ୧୦, ମାଲକାନଗିରିର ୧୦, ନବରଙ୍ଗପୁରର ୧୦, ଗଞ୍ଜାମର ୯,ନୟାଗଡର ୭,ସୋନପୁରର ୭, କନ୍ଧମାଳର ୫, ରାୟଗଡାର ୩, କୋରାପୁଟର ୨, ବୌଦ୍ଧର ଜଣେ କରୋନା ଆକ୍ରାନ୍ତ କରୋନରୁ ସୁସ୍ଥ ହୋଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଆଜିର ସୁସ୍ଥଙ୍କୁ  ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩୦୮୧୦୨ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.