Below header
Browsing Tag

marriage tips

ଜୀବନ ସାଥି ବାଛିବା ସମୟରେ ଏହି ଭୁଲ କରନ୍ତି ଲୋକମାନେ, ଯଦି ଆରେଞ୍ଜ୍‌ ମ୍ୟାରେଜ୍‌ କରୁଛନ୍ତି ତେବେ ପଢ଼ନ୍ତୁ

ଆପଣ ଆରେଞ୍ଜ୍‌ ମ୍ୟାରେଜ୍‌ କରୁଛନ୍ତି କି । ତାହେଲେ ଆପଣଙ୍କୁ ବିଶେଷ ଧ୍ୟାନ ରଖିବାକୁ ହେବ । କାହିଁକିନା ଆରେଞ୍ଜ୍‌ ମ୍ୟାରେଜରେ ଏକ ଭଲ ଲାଇଫ୍‌ ପାର୍ଟନର ବାଛିବା ବହୁତ ମୁସକିଲ କାମ ହୋଇଥାଏ । କାହିଁକିନା ଏହାର ପ୍ରଭାବ ଆପଣଙ୍କ ସାରା ଜୀବନ ଉପରେ ପଡିଥାଏ । ଆରେଞ୍ଜ୍‌ ମ୍ୟାରେଜରେ ଝିଅ ପୁଅ…

ବିବାହ ପୂର୍ବରୁ ଜାତକ ନୁହେଁ ବରଂ ଏସବୁ ଜିନିଷ ମିଳାନ୍ତୁ, ସୁଖରେ କଟିବ ଦାମ୍ପତ୍ୟ ଜୀବନ

ବିବାହ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସ୍ପେଶାଲ ହୋଇଥାଏ। ଏଣୁ ସମସ୍ତେ ନିଜ ବିବାହକୁ ନିଆରା ଢଙ୍ଗରେ କରିବାକୁ ସ୍ୱପ୍ନ ଦେଖିଥାନ୍ତି। ତେବେ ବର୍ତ୍ତମାନ ସମୟ ବଦଳିଥିଲେ ମଧ୍ୟ ଲୋକମାନେ ବିବାହ ପୂର୍ବରୁ ଜାତକ ମେଳାଇବାକୁ କିନ୍ତୁ ଭୁଲୁ ନାହାନ୍ତି। ରାଶି ମିଶି ରାଜଯୋଟକ ପଡ଼ିବା ପରେ ଅଧିକାଂଶ…

ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାକୁ ଆପଣାନ୍ତୁ ଏସବୁ ଉପାୟ, ନିବିଡ଼ ହେବ ସମ୍ପର୍କ

ବିବାହକୁ ନେଇ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି। ସମସ୍ତେ ଜଣେ ଏମିତି ବ୍ୟକ୍ତିକୁ ଜୀବନସାଥୀ ରୂପେ ଚୟନ କରିବାକୁ ଚାହାଁନ୍ତି ଯିଏ ତାଙ୍କର ସବୁ ସୁଖ ଦୁଃଖରେ ସାଥ୍‌ ଦେବ, ସବୁବେଳେ ସାଙ୍ଗରେ ରହିବ। ପତିପତ୍ନୀଙ୍କ ମଧ୍ୟରେ ଯଦି ଚିନ୍ତାଧାରା ସମାନ ରହିଲା ତେବେ କୌଣସି ସମସ୍ୟା ଦେଖାଦିଏ ନାହିଁ।…

ବିବାହ ପରେ ବଦଳିଯାଏ ଏସବୁ କଥା, ପୂର୍ବରୁ ପ୍ରେମିକା ସହ ରାତି ରାତି ଗପୁଥିବା ପୁରୁଷ ଖଟକୁ ଯାଉ ଯାଉ ମାରନ୍ତି…

ବିବାହ ପରର ସମ୍ପର୍କ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଖାସ୍‌ ହୋଇଥାଏ। କାରଣ ଏହି ସମୟରେ ଏମିତି ଅନେକ କଥା ହୁଏ ଯାହା କେହି କେବେ ଚିନ୍ତା ବି କରିନଥାନ୍ତି। ସରଳ ଭାଷାରେ କହିବାକୁ ଗଲେ ବିବାହକୁ ନେଇ ଲୋକମାନେ ଯାହା ସ୍ୱପ୍ନ ଦେଖିଥାନ୍ତି ସେସବୁ ବିବାହ ପରେ ପୂର୍ଣ୍ଣ ହୋଇନଥାଏ। ଜୀଇଁବାର…

ବାରମ୍ବାର ବାହାଘର ଭାଙ୍ଗୁଥିଲେ ଏହି ବାସ୍ତୁ ଟିପ୍ସ ପାଳନ କରନ୍ତୁ ଓ ମାସେ ଭିତରେ ଦେଖନ୍ତୁ ଫାଇଦା

ସବୁ ଝିଅଙ୍କ ସ୍ୱପ୍ନ ରହିଥାଏ ଯେ ତାଙ୍କୁ ନିଜ ମନ ପସନ୍ଦର ପାର୍ଟନର ମିଳୁ। ଯିଏ ତାଙ୍କ ମନ ବୁଝିପାରୁଥିବ, ମୁହଁ ଖୋଲି କହିବା ପୂର୍ବରୁ ସମସ୍ତ ଆବଶ୍ୟକତା ପୂରଣ କରିଦେଉଥିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତାଙ୍କୁ ଖୁବ୍‌ ଭଲ ପାଉଥିବ। ମନଲାଖି ବରଟିଏ ପାଇବାକୁ ଝିଅମାନେ ନାନା ପୂଜା ବ୍ରତ ମଧ୍ୟ…

ପତ୍ନୀଙ୍କୁ କହିକି ଦେଖନ୍ତୁ ଏହି ୬ଟି କଥା, ମନ ଆଉ ହୃଦୟରେ ଆପଣଙ୍କ ପ୍ରତି ଉଛୁଳି ପଡ଼ିବ ଢେର୍‌ ପ୍ରେମ

ସମାଜରେ ବିବାହ ବନ୍ଧନକୁ ବହୁତ ପବିତ୍ର ଏବଂ ସମ୍ମାନିତ ବୋଲି ଗଣାଯାଇଥାଏ। ଏଥିରେ ଦୁଇଟି ଅଲଗା ପରିବାର ଗୋଟିଏ ହୋଇଥାଆନ୍ତି। ବିବାହ ଏମିତି ଏକ ବନ୍ଧନ, ଯାହା ପ୍ରେମ ଏବଂ ବିଶ୍ୱାସରେ ଦୃଢ଼ୀଭୂତ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ବତେଇବାକୁ ଯାଉଛୁ, ଯାହାକି ଆପଣ ପତ୍ନୀ ଏବଂ…

ଅଧିକ ଦିନ ତିଷ୍ଠି ପାରେନି ଏହି ପାଞ୍ଚଟି କାରଣରୁ ହୋଇଥିବା ବିବାହ, ଜାଣନ୍ତୁ କ’ଣ ତାହା

୨୦ ବର୍ଷ ବୟସରେ ଉପନୀତ ହେବା ପରେ ସବୁ ପୁଅ ଓ ଝିଅଙ୍କ ଉପରେ ବିବାହ କରିବା ପାଇଁ ପରିବାର ଲୋକେ ଚାପ ପକାଇଥାନ୍ତି। ଏହି ବୟସ ହିଁ ବିବାହ ପାଇଁ ଉପଯୁକ୍ତ ବୋଲି ବନ୍ଧୁବାନ୍ଧବ ମଧ୍ୟ କହିଥାନ୍ତି। ପରିବାର, ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କ ଚାପରେ ଆସି କିଛି ଲୋକ ବିବାହ କରିବାକୁ ନିଷ୍ପତ୍ତି…