Browsing Tag

marrige

ବର୍ଷା ପାଇଁ କୁନି କୁନି ପୁଅଙ୍କ ବିବାହ କରାଇଲେ କଣ୍ଣାଟକର ଗାଁ ଲୋକେ

ବର୍ଷା ପାଇଁ କୁନି କୁନି ପିଲାଙ୍କ ବିବାହ କରାଇଲେ ଗାଁ ଲୋକେ । ତାହା ପୁଣି ଦୁଇ ନାବାଳକଙ୍କ ବିବାହ । ଗାଁରେ ଦୀର୍ଘଦିନ ଧରି ବର୍ଷା ହେଉନଥିବାରୁ ଏପରି କରିଛନ୍ତି ଗ୍ରାମବାସୀ । କଥା ଟା ବିଶ୍ୱାସ ନହେଉ ଥିଲେ ବି ଘଟଣାଟି ସତ । ଭାରତର ଅନେକ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଦେଖାଯାଏ ।…

ଦୁଷ୍କର୍ମ ଅଭିଯୋଗରେ ଦୀର୍ଘ ୧୦ମାସ ହେଲା ଜେଲରେ ରହୁଥିବା ଯୁବକ ପାଲଟିଲେ ବର, ଅଭିଯୋଗକାରିଣୀଙ୍କ ସହିତ କଲେ ବିବାହ

କରଞ୍ଜିଆ: ଦୁଷ୍କର୍ମ ଅଭିଯୋଗରେ ଦୀର୍ଘ ୧୦ମାସ ହେଲା ଜେଲରେ ରହୁଥିବା ଯୁବକ ପାଲଟିଲେ ବର । ଏବେ ଅଭିଯୁକ୍ତ ଯୁବକ ଓ ଅଭିଯୋଗକାରୀ ଯୁବତୀଙ୍କ ମଧ୍ଯରେ ବିବାହ ଅନୁଷ୍ଠିତ ହେବା ସହ ଉଭୟ ପରିବାର ଭିତରେ ଥିବା ମନମାଳିନ୍ଯ ଦୂର ହୋଇଛି । ଫଳରେ ଉଭୟ ପରିବାର ଭିତରେ ବନ୍ଧୁତ୍ବ ସ୍ଥାପନ ହୋଇଛି । ଖୋଦ…