ଜମ୍ମୁ-କାଶ୍ମୀରରେ ଗୁଳିବିନିମୟ: ଭାରତୀୟ ସେନାର କ୍ୟାପଟେନ ଶହୀଦ, ୪ ଆତଙ୍କବାଦୀ ସଫା
ଆତଙ୍କବାଦୀଙ୍କ ଗୁଳିରେ ଭାରତୀୟ ସେନାର ଜଣେ ଅଧିକାରୀ ଶହୀଦ ହୋଇଛନ୍ତି । ଜମ୍ମୁ-କାଶ୍ମୀରର ଡୋଡା ଜିଲ୍ଲାରେ ଆତଙ୍କବାଦୀ ବିରୋଧରେ ଚାଲିଥିବା ଅପରେସନ ବେଳେ ସେନା ଅଧିକାରୀ ଶହୀଦ ହୋଇଥିବା ଖବର ରହିଛି । ଭାରତୀୟ ସେନାର ୪୮ ରାଷ୍ଟ୍ରୀୟ ରାଇଫଲରେ ମୁତୟନ ଜଣେ କ୍ୟାପଟେନ ଆତଙ୍କୀ ଗୁଳିରେ ଶହୀଦ…