Below header
Browsing Tag

mashroom fry.

ମସରୁମ ଫ୍ରାଏ ପ୍ରସ୍ତୁତ ପାଇଁ ଆପଣାନ୍ତୁ ଏହି ସହଜ ଉପାୟ, କମ୍‌ ସମୟରେ କରିପାରିବେ ଏହାକୁ ପ୍ରସ୍ତୁତ

ମସରୁମ ବା ଛତୁ ଖାଇବାକୁ ଯେମିତି ସ୍ୱାଦିଷ୍ଟ ସେମିତି ଭିଟାମିନରେ ମଧ୍ୟ ଭରପୁର ହୋଇଥାଏ । ଏହାକୁ ଅତି ସହଜ ଉପାୟରେ ଓ କମ ସମୟରେ ପ୍ରସ୍ତୁତ କରିପାରିବେ । ଜାଣନ୍ତୁ ପ୍ରସ୍ତୁତ କରିବାର ବଧି । ଆବଶ୍ୟକୀୟ ସାମଗ୍ରୀ (୪ ଜଣ ବ୍ୟକ୍ତିଙ୍କ ପାଇଁ ) - ୨୦୦ ଗ୍ରାମ ମସରୁମ ବା ଛତୁ(ଛୋଟ ଖଣ୍ଡରେ…