Browsing Tag

matthew hayden

ଟି-୨୦ ବିଶ୍ୱକପ୍‌ ପାଇଁ ପାକିସ୍ତାନ ଦଳର ମେଣ୍ଟର ନିଯୁକ୍ତ ହେଲେ ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନ୍‌

ଲାହୋର : ଆଗକୁ ଅଛି ଟି-୨୦ ବିଶ୍ୱ କପ୍‌ । ଠିକ୍‌ ଏହାରି ପୂର୍ବରୁ ପାକିସ୍ତାନ ତା ଦଳର ମେଣ୍ଟର ଭାବେ ନିଯୁକ୍ତି ଦେଇଛି ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ମାଥ୍ୟୁ ହେଡେନ୍‌ଙ୍କୁ । ପୂର୍ବତନ ଓପ୍ନର ହେଡେନ୍‌ ଜଣେ ଆକ୍ରମଣାତ୍ମକ ବ୍ୟାଟର । ଏପଟେ ଟି-୨୦ ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ଖେଳା ଯିବାକୁ…