Browsing Tag

medical colleges

ନିଟ ପରୀକ୍ଷା ପୂର୍ବରୁ ୪ ଦଲାଲ ଗିରଫ, ମେଡ଼ିକାଲ କଲେଜରେ ଆଡ଼ମିଶନ କରାଇଦେବାକୁ କହି ଠକୁଥିଲେ

ଭୁବନେଶ୍ୱର : ନିଟ ପରୀକ୍ଷା ପୂର୍ବରୁ ୪ ଜଣଙ୍କୁ ଗିରଫ କରିଛି ସ୍ପେଶଲ୍ କ୍ରାଇମ୍ ୟୁନିଟ । ଭୁବନେଶ୍ୱର ସ୍ପେଶାଲ କ୍ରାଇମ୍ ୟୁନିଟ ଦ୍ୱାରା ୪ ଆନ୍ତ ରାଜ୍ୟ ଠକ ଗିରଫ ହୋଇଛନ୍ତି । ମେଡ଼ିକାଲ କଲେଜରେ ଆଡ଼ମିଶନ କରାଇଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ୪ ଜଣ ଗିରଫ ହୋଇଛନ୍ତି । ଏଥିସହିତ ୯୦…

ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ :ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା

ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ ।  ଖୁବ୍ ଶୀଘ୍ର ଏଥିପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇ କାମ ଆରମ୍ଭ ହେବ ।  ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୂରୁଥିବା ବେଳେ ଏପରି ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।  ଏବେ ରାଜ୍ୟରେ ୧୧ଟି ମେଡିକାଲ କଲେଜ…

ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଆଜିଠୁ ପ୍ରଥମ ବ୍ୟାଚ ଏମବିବିଏସ ପାଠ୍ୟକ୍ରମ ଆରମ୍ଭ, ମୁଖ୍ୟମନ୍ତ୍ରୀ କରିବେ ଶୁଭ…

ପୁରୀ (କେନ୍ୟୁଜ): ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଆଜିଠୁ ପ୍ରଥମ ବ୍ୟାଚ ଏମବିବିଏସ ପାଠ୍ୟକ୍ରମ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲ କଲେଜର ଶୁଭ ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସରିଛି ସମସ୍ତ…

ଆଜିଠାରୁ ଖୋଲିଲା ରାଜ୍ୟର ସମସ୍ତ ମେଡିକାଲ୍ କଲେଜ, ହଷ୍ଟେଲକୁ ଆସିବା ପରେ ୭ଦିନ କ୍ୱାରେଣ୍ଟାଇନରେ ରହିବାସହ ଆଣ୍ଟିଜେନ୍‌…

ଭୁବନେଶ୍ବର: ଆଜିଠାରୁ ଖୋଲିଲା ରାଜ୍ୟର ସମସ୍ତ ମେଡିକାଲ କଲେଜ । ଦୀର୍ଘ ୮ ମାସ ପରେ କୋଭିଡ୍‌ ଗାଇଡ୍‌ ଲାଇନ୍‌ ସହ କଲେଜ ଖୋଲାଯାଇଛି। ରାଜ୍ୟ ସରକାରଙ୍କ ଅନଲକ୍‌ -୭ ଗାଇଡ୍‌ଲାଇନ୍‌ରେ ଅନୁମତି ଦିଆଯାଇଛି। ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଳନ କରିବାକୁ…