Below header
Browsing Tag

meghalaya rescue operation

ମେଘାଳୟରେ ଓଡ଼ିଶା ଅଗ୍ନିଶମ ଟିମକୁ ଆକ୍ରମଣ

ଭୁବନେଶ୍ବର (କେନ୍ୟୁଜ୍) : ମେଘାଳୟରେ ଓଡ଼ିଶା ଅଗ୍ନିଶମ ଟିମକୁ ଆକ୍ରମଣ । ରେସ୍କ୍ୟୁ ଅପରେସନ୍ ସାରି ଫେରୁଥିବା ବେଳେ ଅଗ୍ନିଶମ ଟିମରେ ବସକୁ ଆକ୍ରମଣ ହୋଇଛି । ଗତକାଲି ରାତିରେ ଏପରି ଘଟଣା ଘଟିଛି । ଦୁର୍ବୃତମାନେ ଆକ୍ରମଣ କରିବାରୁ ବସ୍ର କାଚ ଭାଙ୍ଗିଯାଇଛି । ଗତକାଲି ମେଘାଳୟ ବନ୍ଦ ଡାକରା…

ମେଘାଳୟ ଇଷ୍ଟ ଜୟନ୍ତିଆ ହିଲ୍ସ କୋଇଲା ଖଣିରେ ଆଜି ପୁଣି ଆରମ୍ଭ ହେବ ଉଦ୍ଧାର କାମ

ମେଘାଳୟ ଇଷ୍ଟ ଜୟନ୍ତନ୍ତିଆ ହିଲ୍ସ ଜିଲ୍ଲାରେ ଆଜି ପୁଣି ଆରମ୍ଭ ହେବ ଉଦ୍ଧାର କାମ। ୧୮ ଦିନ ହେଲା ଖଣି ଭିତରେ ରହିଛନ୍ତି, ୧୫ ଶ୍ରମିକ। ସେମାନଙ୍କ ବଂଚୀବା ସମ୍ଭାବନା କ୍ଷୀଣ ହେବାରେ ଲାଗିଛି। ହାଇପାୱାର ପମ୍ପ ଧରି ଓଡ଼ିଶାରୁ ଉଦ୍ଧାରକାରୀ ଦଳ ଦିନକ ତଳୁ ପହଞ୍ଚିଛି । ବିଶାଖପାଟଣାରୁ ନୈାସେନା…