Browsing Tag

mental illness child

ପୁରୀ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ୪ ବର୍ଷ ହେବ ଶିକୁଳିରେ ବନ୍ଧା ହୋଇଛନ୍ତି ଆକାଶ

ପୁରୀ :୪ ବର୍ଷ ହେବ ଶିକୁଳିରେ ବନ୍ଧା ହୋଇଛନ୍ତି ଆକାଶ । ହାତ ଗୋଡ ବନ୍ଧା ହୋଇ ଜୀବନ କାଟୁଛନ୍ତି । ଚିକିତ୍ସା ପାଇଁ ପାଖରେ ଟଙ୍କା ନାହିଁ। ପୁରୀ ଜିଲ୍ଲା ଗୋପ କୋଲର ଗାଁରେ ଧନୁ କାଣ୍ଡିକଙ୍କ ପରିବାର ରହନ୍ତି । ପରିବାରରେ ପତ୍ନୀ, ଗୋଟିଏ ଝିଅ ଓ ଦୁଇଟି ପୁଅ ଅଛନ୍ତି । ମଝିଆ ପୁଅ ଆକାଶ ଦୁଇ…