Below header
Browsing Tag

mentally disorder lady

କଟକ: ୩ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର ହେଲେ ଗଛରେ ଚଢି ଯାଇଥିବା ମହିଳା

କଟକ(କେନ୍ୟୁଜ୍): କଟକରେ ଗଛରେ ଚଢି ଯାଇଥିବା ମହିଳା ହେଲେ ଉଦ୍ଧାର। ଅଗ୍ନିଶମ ବାହିନୀ, ଓଡ୍ରାଫ ଓ ପୋଲିସ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ଗଛ ଶିଖରରୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇଲେ ମହିଳା। ପାଖାପାଖି ୩ ଘଣ୍ଟାର ପରିଶ୍ରମ ପରେ ମହିଳା ଜଣଙ୍କୁ ସୁରକ୍ଷିତ ଭାବେ ତଳକୁ ଆଣିଛି ଅଗ୍ନିଶମ…