Browsing Tag

Microsoft math solver app

ଏବେ ଅତି ସହଜରେ ହେବ ଗାଣିତିକ ସମସ୍ୟାର ସମାଧାନ, ମାଇକ୍ରୋସଫ୍ଟ ଲଞ୍ଚ କଲା ଏହି ଆପ

ପାଠ୍ୟ ପୁସ୍ତକରେ ଗଣିତ ସର୍ବଦା ଏକ କଷ୍ଟ ବିଷୟ ବୋଲି କୁହାଯାଇଥାଏ ଯଦିଓ ପ୍ରକୃତରେ ଏହା କଷ୍ଟ ନୁହେଁ । ଯେଉଁମାନେ ଗଣିତ ବିଷୟକୁ ପସନ୍ଦ କରନ୍ତି ସେମାନେ ଗଣିତର ପ୍ରତ୍ୟେକ ପ୍ରଶ୍ନକୁ ଅତି ସହଜରେ ସମାଧାନ କରିଦିଅନ୍ତି । ଟେକ୍ନୋଲୋଜି ବୃଦ୍ଧି ପାଇବା ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI)…