ମାଇକ୍ରୋସଫ୍ଟର ନୂଆ ନିୟମ, ସପ୍ତାହକୁ ୪ ଦିନ ଛୁଟି, ୩ ଦିନ କାର୍ଯ୍ୟଦିବସ
ପୃଥିବୀର ଭିନ୍ନ ଭିନ୍ନ ଦେଶ ନିଜ ନିଜ କର୍ମଚାରୀ ମାନଙ୍କ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟଶୈଳୀ ଓ ନିୟମ ରଖିଥାନ୍ତି । ଯେତେବେଳେ ବିକଶିତ ରାଷ୍ଟ୍ର ୟୁଏସଏ, ଇଂଲଣ୍ଡ ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ ରଖିଛନ୍ତି । କିନ୍ତୁ ବିଶ୍ୱର ଆଉ ଏକ ବଡ କମ୍ପାନୀ ମାଇକ୍ରୋସଫ୍ଟ କର୍ପୋରେସନ ନିଜ ନିଜ…