Browsing Tag

migrant labourers rescued

କମିବା ନାଁ ଧରୁନି ବେଆଇନ ଦାଦନ ଚାଲାଣ: ପୁଣି ୪୪ଜଣ ଉଦ୍ଧାର

ବଲାଙ୍ଗିର(କେନ୍ୟୁଜ୍): ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ଧରୁନି । କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ଚାଲାଣବେଳେ ବଲାଙ୍ଗିର ସହର କଚେରୀ ଛକରୁୁ ୪୪ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୪ଶିଶୁ ନାବାଳକ । ଉଦ୍ଧାର…

କଂଟାବାଞ୍ଜି: ଚାଲାଣ ବେଳେ ୧୭ ଜଣ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ୍, ଜଣେ ସର୍ଦ୍ଦାର ଅଟକ

କଂଟାବାଞ୍ଜି (କେନ୍ଯୁଜ୍): ଚାଲାଣ ବେଳେ ଉଦ୍ଧାର ହେଲେ ଦାଦନ ଶ୍ରମିକ । ଜଣେ ସର୍ଦ୍ଦାର ଅଟକ । ୧୭ ଜଣ ଶ୍ରମିକଙ୍କୁ ବାହାର ଅଞ୍ଚଳକୁ ଚାଲାଣ ପାଇଁ ଅଣାଯାଇଥିଲା । କଂଟାବାଞ୍ଜି ରେଳ ଷ୍ଟେସନରୁ ଟ୍ରେନରେ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଦନନ୍ଦରା ଗାଁ…