ପାକିସ୍ତାନ କରାଚିରେ ପରଫର୍ମ କରିଥିବାରୁ ମିକାଙ୍କୁ ବୟକଟ୍ କଲା ଅଲ୍ ଇଣ୍ଡିଆ ସିନେ ଓ୍ଵାର୍କର୍ସ ଆସୋସିଏସନ୍
ମୁମ୍ବାଇ: ବଢିଲା ମିକାଙ୍କ ଅଡୁଆ । ୩୭୦ ଧାରା ଉଛେଦ ପରେ ପାକିସ୍ତାନର କରାଚିରେ ପରଫର୍ମ କରିଥିବାରୁ ମିକାଙ୍କୁ ବୟକଟ୍ କରିଛି ଅଲ୍ ଇଣ୍ଡିଆ ସିନେ ଓ୍ଵାର୍କର୍ସ ଆସୋସିଏସନ୍ । ଇଣ୍ଡଷ୍ଟ୍ରିର କେହି ବି ମିକାଙ୍କ ସହ କାମ କରିବେନି, ଯଦି କେହି ଏପରି କରନ୍ତି, ତେବେ ତାଙ୍କ ବିରୋଧରେ ଦୃଢ଼…