Below header
Browsing Tag

mines area

ଯାଜପୁର: ଡଙ୍କାରୀ ଓ ରାହାଡପୁର ଅଞ୍ଚଳ ପରିଦର୍ଶନ କଲେ ରାଜସ୍ୱ ବିଭାଗ ଅତିରିକ୍ତ ସଚିବ

ଯାଜପୁର (କେନ୍ୟୁଜ୍‌): ବେଆଇନ ଲଘୁ ଖଣିଜ ସଂପଦ ଲୁଟ୍ କାରବାରରେ ରୋକ୍ ଲଗାଇବାକୁ ପ୍ରଶାସନ ଅହରହ ଉଦ୍ୟମ ଜାରି ରଖିଛି । ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନ ଡଙ୍କାରୀ ଓ ରାହାଡପୁର ଖାଦାନ ଅଂଚଳ ପରିଦର୍ଶନ କରି ଫେରିଯାଇଛନ୍ତି ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ବିଭୁତି ଭୂଷଣ ଦାସ ।…

ପରିତ୍ୟକ୍ତ ଖଣିରେ ବନୀକରଣ ପାଇଁ ଯୋଜନା, ଖଣି ମାଲିକଙ୍କୁ ପରାମର୍ଶ ଦେଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ବର(କେନ୍ୟୁଜ୍):   ଖଣିଜ ବହୁଳ ରାଜ୍ୟ ଓଡ଼ିଶା। ଅନେକ ଖଣିରୁ ଉତ୍ତୋଳନ ପରେ, ତାହା ଖାଲି ପଡି ରହୁଛି। ସେହି ସ୍ଥାନରେ ନବୀକରଣ କରାଯାଉ କିମ୍ବା ତାର ବିକାଶ କରାଯାଉ। ସେଠାରେ ଇକୋ ଟୁରଜିମ୍‌ କିପରି ସମ୍ଭବ ହୋଇ ପାରିବ ସେ ନେଇ ଉଦ୍ୟମ କରାଯାଉ। ଖଣି ମାଲିକମାନଙ୍କୁ ଏହି ପରାମର୍ଶ…