Below header
Browsing Tag

minor girl burnt alive

ଶୋଇଥିବା ବେଳେ ଘରେ ପଶି ୧୫ ବର୍ଷୀୟ ବାଳିକାକୁ ଜୀଅନ୍ତା ଜାଳିଦେଲେ ଦୁର୍ବୃତ୍ତ

ରାଜଧାନୀ ପାଟଣାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଘରେ ପଶି ଜଣେ ୧୫ ବର୍ଷୀୟ ବାଳିକାକୁ ଜୀଅନ୍ତା ଜାଳିଦେଇଛନ୍ତି ଦୁବୃର୍ତ୍ତ। ଘରେ ନିଜ ମା ’ ସହିତ ଶୋଇଥିବା ବାଳିକାକୁ ଜାଳିଦେବା ପରେ ତାଙ୍କୁ ଗୁରୁତର ଭାବେ ହସପିଟାଲକୁ ନେବା ସମୟରେ ତାଙ୍କ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ,…