ଭଉଣୀ-ଭଉଣୀ ମଧ୍ୟରେ ସାମାନ୍ୟ ବଚସାରୁ କରୁଣ ପରିଣତି; ଜୀବନ ହାରିଲା ନାବାଳିକା
ଆନନ୍ଦପୁର (କେନ୍ୟୁଜ): ଭଉଣୀ-ଭଉଣୀ ମଧ୍ୟରେ ସାମାନ୍ୟ ବଚସାକୁ ନେଇ ନାବାଳିକାଙ୍କ ଆତ୍ମହତ୍ୟା । ଆନନ୍ଦପୁର ଥାନା ମଲାରପଦା ଗାଁରେ ଘଟିଛି ଅଭାବନୀୟ ଘଟଣା। ଗାଁର ଉଲ୍ଲା ହୋଙ୍କ ବଡ଼ଭାଇଙ୍କ ଶୁଦ୍ଧି କ୍ରିୟା ଚାଲିଥିବା ବେଳେ ଉଲ୍ଲାଙ୍କ ତିନି ଝିଅ ଓ ତାଙ୍କ ବଡ଼ ଭାଇଙ୍କ ଦୁଇ ଝିଅ ଘରେ ଥିଲେ ।…