Browsing Tag

minor rape accused

କି ଯୁଗ ହେଲା: ୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହେଲା ୧୬ ବର୍ଷର ନାବାଳକ

କରଞ୍ଜିଆ(କେନ୍ୟୁଜ): ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ ଲଜ୍ଜା। ଗତକାଲି କରଞ୍ଜିଆ ଅଞ୍ଚଳରେ ଘରେ କେହି ନଥିବାର ସୁଯୋଗ ନେଇ ଜଣେ ୧୬ ବର୍ଷୀୟ ନାବାଳକ, ଏକ ୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏକ ଟଙ୍କା ଲୋଭ ଦେଖାଇ ଅନ୍ୟ ସ୍ଥାନକୁ ଡାକି ନେଇ ଦୁଷ୍କର୍ମ…

ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ ଜେଲଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଲେ ଅଦାଲତ

କେନ୍ୟୁଜ୍‌: ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ ଜେଲଦଣ୍ଡ ନିର୍ଦ୍ଦେଶ ଦେଲେ କଟକ ପକସୋ କୋର୍ଟ। ଜେଲଦଣ୍ଡ ସହ ୧୦ ହଜାର ଟଙ୍କାର ଜୋରିମାନା ନିର୍ଦ୍ଦେଶ ଦେଲେ ଅଦାଲତ। ଜୋରିମାନା ଅନାଦେୟ ଆଉ ଏକ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ସୂଚନାଯୋଗ୍ୟ ନିଶ୍ଚିନ୍ତକୋଇଲି ଅଞ୍ଚଳର…