Browsing Tag

miscrents loot

ଦମ୍ପତିଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଘରେ ପଶି କଳାକନା ବୁଲାଇଲେ ଡକାୟତ

ପିପିଲି (କେନ୍ୟୁଜ): ଫିଲ୍ମ ଷ୍ଟାଇଲରେ ଲୁଟ୍ । ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ସୁନାଗହଣା ଲୁଟି ନେଲେ ଡକାୟତ ଦଳ । ପୁରୀ ଜିଲ୍ଲା ପିପିଲି ରଥପୁରୁଷୋତ୍ତମପୁର ପଞ୍ଚାୟତ ଦକ୍ଷିଣ ସାହି ଗାଁରେ ଡକାୟତି ହୋଇଛି । ଲୁଟ୍ ର ଶିକାର ହୋଇଛନ୍ତି ହୋମିଓପାଥିକ ଡାକ୍ତର ରବୀନ୍ଦ୍ର ମହାପାତ୍ର ।…

ରାତି ଅଧରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ, ପ୍ରତିବାଦ କରିବାରୁ ଦମ୍ପତିଙ୍କୁ କଲେ ମରଣାନ୍ତକ ଆକ୍ରମଣ

ଦଶପଲ୍ଲା (କେନ୍ୟୁଜ): ରାତି ଅଧରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ। ପ୍ରତିବାଦ କରିବାରୁ ଘର ମାଲିକ ଓ ତାଙ୍କ ପତ୍ନୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ପଛାଇଲେ ନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଦଶପଲ୍ଲା ଥାନା ସିମିଳି ସାହି ଗାଁରେ । ସୂଚନା ଅନୁସାରେ…