ମଧ୍ୟସ୍ଥ ଦିଅ ଯବାନଙ୍କୁ ଛାଡିବୁ: ଦଣ୍ଡକାରଣ୍ୟ ମାଓବାଦୀ ସ୍ପେଶାଲ ଜୋନ୍ କମିଟିର ମୁଖପାତ୍ର ବିକଳ୍ପଙ୍କ ପ୍ରେସ୍…
କେନ୍ଯୁଜ୍: ଛତିଶଗଡ଼ ବିଜାପୁର ନକ୍ସଲ ଏନ୍କାଉଣ୍ଟର ପରେ ମାଓବାଦୀଙ୍କ କବ୍ଜାରେ କୋବ୍ରା କମାଣ୍ଡର ରାକେଶ୍ୱର ସିଂହ ମାନହାସ । ସେ ମାଓବାଦୀଙ୍କ କବ୍ଜାରେ ବେଶ ସୁରକ୍ଷିତ ଅଛନ୍ତି । ତାଙ୍କୁ ଫେରାଇ ଦେବା ପାଇଁ ମାଓବାଦୀଙ୍କ ଆପତ୍ତି ନାହିଁ । ଏଥିପାଇଁ ସରକାର ଆଲୋଚନାକୁ ଆସନ୍ତୁ, ପ୍ରଥମେ…