ପୁଣି କାଳ ସାଜିଲା ମୁକୁଳା ଡ୍ରେନ୍, ୪ ଘଣ୍ଟା ପରେ ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ
ବ୍ରହ୍ମପୁର: ନାଳରେ ଭାସିଯାଇ ନିଖୋଜ ହୋଇଥିବା ନାବାଳକର ମୃତଦେହ ଉଦ୍ଧାର । ୪ ଘଣ୍ଟା ପରେ ମିଳିଲା ମୃତଦେହ । ମୁକୁଳା ଡ୍ରେନରେ ପଡି ବ୍ରହ୍ମପୁରର ୧୦ ବର୍ଷର ନାବାଳକ ସାଇରାମ ପାତ୍ର ନିଖୋଜ ହୋଇଥିଲେ । ଲକ୍ଷ୍ମୀ ନୃସିଂହ ସାହି ୧୪ନମ୍ବର ଗଳିର ଶେଷ ମୁଣ୍ଡରେ ଥିବା ନାଳରୁ ସାଇରାମଙ୍କ ମୃତଦେହ…