ଓଡିଶାର ପଦ୍ମପୁର ମାଟିରେ ଫଳିଛି ଜାପାନୀ ଆମ୍ବ, ଯାହାର ଗୋଟେ କେଜିର ଦାମ୍ ଅଢ଼େଇ ଲକ୍ଷ ଟଙ୍କା
ବରଗଡ (କେନ୍ୟୁଜ) : ଆମ୍ବ କେଜିକୁ ଅଢେଇ ଲକ୍ଷ ଟଙ୍କା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ନିଲାଥର ଗାଁର ଚାଷୀ ଚନ୍ଦ୍ର ସତ୍ୟନାରାୟଣ ନିଜ ବାଡ଼ି ଫଳାଇଛନ୍ତି ଏହି ଅଢେଇ ଲକ୍ଷ ଟଙ୍କିଆ ଆମ୍ବ ଜାପାନିଜ୍ ବ୍ରିଡ୍ ମ୍ୟାଜାକି । ମ୍ୟାଜାକି ସହ ଆଇସ ବକ୍ସ…