ମିନିଟରେ ବଦଳିଯିବ ଆପଣଙ୍କ ମୋବାଇଲ ନେଟଓ୍ଵର୍କ, ଘରେ ବସି କରନ୍ତୁ ଏମଏନପି
ଟେଲିକମ୍ କମ୍ପାନୀଙ୍କ ଭିତରେ ଅଧିକ ରୁ ଅଧିକ ଗ୍ରାହକ ଜୁଟାଇବା ପାଇଁ ଯେମିତି ଏକପ୍ରକାର ପ୍ରତିଯୋଗୀତା ଚାଲିଛି। ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ କିମ୍ବା ବିଏସଏନଏଲ କମ୍ପାନୀ ମଧ୍ୟ ଏହି ପ୍ରୟାସର ଲାଗିଛନ୍ତି ଯେ କେମିତି ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିହେବ। କିନ୍ତୁ…