Browsing Tag

mo bus lady conductor

ସେଇ ୨୯ ନମ୍ବର ମୋ ବସ୍‌ର ମହିଳା କଣ୍ଡକ୍ଟରଙ୍କ ଜୀବନ ସଂଗ୍ରାମର ଅକୁହା କଥା

ଭୁବନେଶ୍ୱର : ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ସିଟି ବସ୍‌ଷ୍ଟାଣ୍ଡ। ଏଠାରୁ ଯାତ୍ରୀମାନଙ୍କୁ ନେଇ ବାହାରୁଥାଏ ୨୯ ନମ୍ୱର୍ ମୋ ବସ୍‌ । ବସ୍‌ ଛାଡ଼ିବା ଦେଖି ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ଲାଗି ଅପେକ୍ଷା କରିଥିବା ଯାତ୍ରୀମାନେ ବସ୍‌ ଉପରକୁ ଉଠୁଥାନ୍ତି। ତା ପୂର୍ବରୁ କଣ୍ଡକ୍ଟର ଡ୍ରେସ୍…