Browsing Tag

mo bus routes

ଆଜି ବାହୁଡ଼ା ଯାତ୍ରା ଅବସରରେ ସ୍ବତନ୍ତ୍ର ‘ମୋ ବସ୍’ ସେବା, ଜାଣନ୍ତୁ ଜଣଙ୍କ ପିଛା କେତେ ଟଙ୍କା

ଭୁବନେଶ୍ୱର(କେନ୍ୟୁଜ୍) : ଆଜି ବାହୁଡ଼ା ଯାତ୍ରା ଅବସରରେ  ସ୍ବତନ୍ତ୍ର ‘ମୋ ବସ୍’ ସେବା। ମାଷ୍ଟରକ୍ୟାଣ୍ଟିନ୍ ଓ ବରମୁଣ୍ଡାରୁ ସିଧାସଳଖ ପୁରୀ ତାଳବଣିଆ ଯାଏଁ ଚାଲିବ ‘ମୋ ବସ୍’। ସେହିଭଳି ପୁରୀର ମାଳତୀପାଟପୁରଠାରୁ ତାଳବଣିଆ ଯାଏଁ ମଧ୍ୟ ‘ମୋ ବସ୍’ ଚାଲିବ। ଭୁବନେଶ୍ବରରୁ ପୁରୀ ତାଳବଣିଆ…

ଆସନ୍ତାକାଲିଠୁ ରୁଟ୍-୧୧ରେ ଚାଲିବ ‘ମୋ ବସ’, ଟ୍ୱିଟ କରି ସୂଚନା ଦେଲା CRUT

ଭୁବନେଶ୍ୱର : ଆସନ୍ତାକାଲିଠାରୁ ରୁଟ୍-୧୧ ରେ ଚାଲିବ ‘ମୋ ବସ’ । ଏହି ବସ ନନ୍ଦନବିହାରଠାରୁ ଭୁବନେଶ୍ୱର ରେଳ ଷ୍ଟେସନ ଯାଏଁ ଚାଲିବ। ମାଷ୍ଟର କ୍ୟାଣ୍ଟିନଠାରୁ ବାଳକାଟି ଯାଏଁ ନୂଆ ରୁଟ ୩୪ ସଂଯୋଗ କରିବ। ଏନେଇ ଟ୍ୱିଟ କରି ସୂଚନା ଦେଇଛି କ୍ରୁଟ । ବସରେ ଯିବା ଆସିବା କରିବା ବେଳେ ଯାତ୍ରୀମାନେ…

ଆଜିଠୁ ସମସ୍ତ ରୁଟ୍‌ରେ ଗଡିବ ମୋ ବସ୍‌, ରାଜ୍ୟ ସରକାରଙ୍କ ଅନଲକ୍‌-୭ ଗାଇଡ୍‌ଲାଇନ୍‌ରେ ମିଳିଛି ଅନୁମତି

ଭୁବନେଶ୍ବର: ଆଜିଠୁ ସମସ୍ତ ରୁଟ୍‌ରେ ଗଡିବ ମୋ ବସ୍‌। କେବଳ ରୁଟ୍‌ ନମ୍ବର ୨୯କୁ ଛାଡି ବାକି ୨୨ଟି ରୁଟ୍‌ରେ ୧୪୪ଟି ବସ୍‌ ଚାଲିବ। ପୂର୍ବରୁ ପର୍ଯ୍ୟାୟକ୍ରମେ ମୋ ବସ୍‌ ଚଳାଚଳକୁ ଅନୁମତି ଦିଆଯାଇଥିବାବେଳେ ରାଜ୍ୟ ସରକାରଙ୍କ ଅନଲକ୍‌-୭ ଗାଇଡ୍‌ଲାଇନ୍‌ରେ ସମସ୍ତ ରୁଟ୍‌ରେ ମୋ ବସ୍‌ ଗଡିବାକୁ…